Panchang Today 31st May 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୩୧ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୩୧ ତାରିଖ ଶୁକ୍ରବାର । ଚନ୍ଦ୍ର- କୁମ୍ଭ ରାତ୍ରି ୧୧.୦୯ ଗତେ ମୀନ,ତିଥି- ୮ମୀ ଦିବା ୦୯.୩୮ ଗତେ ୯ମୀ,ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ରାତ୍ରି ୧୧.୦୯ ଗତେ ଧନୁ ରାଶିର,ଘାତବାର- ବିଛା, ଧନୁ ଓ ମୀନ ରାଶିରପୁଷ୍କର ଦୋଷ- ପ୍ରାତଃ ୦୬.୧୩ ଗତେ ୧ ପଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ନିଶାନ୍ତ ୦୪.୪୮ ପର୍ଯ୍ୟନ୍ତ ।
ଶୁଭ ସମୟ:
ପ୍ରାତଃ-୦୬.୦୩ ରୁ ୦୬.୫୫
ଦିବା- ୧୨.୧୦ ରୁ ୦୨.୪୮
ସନ୍ଧ୍ୟା-୦୬.୧୭ ରୁ ୦୮.୨୮
ରାତ୍ରି-୧୨.୪୯ ରୁ ୦୩.୦୦
ରାତ୍ରି- ୦୩.୪୩ ରୁ ୦୫.୧୦
ଅଧିକ ପଢ଼ନ୍ତୁ: Vastu Tips: ଘରର ଉତ୍ତର ଦିଗରେ ନାଲି ରଙ୍ଗ ବ୍ୟବହାର କରିଛନ୍ତି କି… ହେବ ଏହିସବୁ ସମସ୍ୟା
ଅଶୁଭ ସମୟ:
ରାହୁକାଳ- ଦିବା ୧୦.୦୬ ରୁ ୧୧.୪୪
କାଳବେଳା- ଦିବା ୧୦.୦୬ ରୁ ୧୧.୪୪
ବାରବେଳା- ଦିବା ୦୮.୨୭ ରୁ ୧୦.୦୬
କାଳରାତ୍ରି- ରାତ୍ରି ୦୯.୦୧ ରୁ ୧୦.୨୨