Panchang Today 6th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ
ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ବୁଧବାର । ଚନ୍ଦ୍ର- ଧନୁ ଅହୋରାତ୍ର,ତିଥି-୫ମୀ ରାତ୍ରି ୧୨.୪୧ ଗତେ ୬ଷ୍ଠୀ ,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର,ଘାତବାର- କର୍କଟ ରାଶିର,ପୁଷ୍କର ଦୋଷ- ନାସ୍ତି
ଶୁଭସମୟ:
ପ୍ରାତଃ– ୦୫.୫୪ ରୁ ୦୮.୦୮
ଦିବା- ୧୦.୨୨ ରୁ ୧୧.୩୦
ଦିବା- ୦୧.୨୨ ରୁ ୦୩.୩୬
ସନ୍ଧ୍ୟା-୦୫.୫୭ ରୁ ୦୬.୪୮
ରାତ୍ରି- ୦୮.୩୧ ରୁ ୦୨.୪୨
ରାତ୍ରି- ୦୪.୧୮ ରୁ ୦୫.୫୪
ଅଶୁଭସମୟ:
ରାହୁକାଳ- ଦିବା ୧୧.୩୦ ରୁ ୧୨.୫୪
କାଳବେଳା-ଦିବା ୦୮.୪୨ ରୁ ୧୦.୦୬
ବାରବେଳା-ଦିବା ୧୧.୩୦ ରୁ ୧୨.୫୪
କାଳରାତ୍ରି- ରାତ୍ରି ୦୨.୪୨ ରୁ ୦୪.୧୮