Panchang Today 7th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୭ ତାରିଖ ଶୁକ୍ରବାର। ଚନ୍ଦ୍ର- ବୃଷ ଦିବା ୧୧.୪୬ ଗତେ ମିଥୁନ। ତିଥି- ୮ମୀ ଦିବା ୦୯.୧୮ ଗତେ ୯ମୀ। ଘାତଚନ୍ଦ୍ର- ବିଛା ରାଶିର, ଦିବା ୧୧.୪୬ ଗତେ କନ୍ୟା ରାଶିର। ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ନାସ୍ତି

Panchang Today 7th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ
Array