Panchang Today 9th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ମହା ସପ୍ତମୀରେ ମାଆଙ୍କ ପୂଜା କରନ୍ତୁ
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ବୁଧବାର । ଚନ୍ଦ୍ର- ଧନୁ ଅହୋରାତ୍ର ,ତିଥି- ୬ଷ୍ଠୀ ଦିବା ୧୨.୧୪ ଗତେ ୭ମୀ,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର,ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ଦିବା ୧୨.୧୪ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।
ଶୁଭସମୟ:
ପ୍ରାତଃ- ୦୫.୪୩ ରୁ ୦୮.୦୩
ଦିବା- ୧୦.୨୩ ରୁ ୧୧.୩୩
ଦିବା - ୦୧.୩୦ ରୁ ୦୩.୫୦
ସନ୍ଧ୍ୟା- ୦୬.୧୩ ରୁ ୦୭.୦୨
ରାତ୍ରି- ୦୮.୪୧ ରୁ ୦୨.୩୮
ରାତ୍ରି- ୦୪.୧୧ ରୁ ୦୫.୪୩
ଅଧିକ ପଢ଼ନ୍ତୁ: Vastu Tips: ବାସ୍ତୁର କେତେକ ସାଧାରଣ ନିୟମ; ନ ମାନିଲେ ଆସେ ବଡ ବିପଦ
ଅଶୁଭସମୟ:
ରାହୁକାଳ- ଦିବା ୧୧.୩୩ ରୁ ୦୧.୦୧
କାଳବେଳା- ଦିବା ୦୮.୩୮ ରୁ ୧୦.୦୬
ବାରବେଳା- ଦିବା ୧୧.୩୩ ରୁ ୦୧.୦୧
କାଳରାତ୍ରି- ରାତ୍ରି ୦୨.୩୮ ରୁ ୦୪.୧୧