Parenting Tips: ପିଲାମାନଙ୍କୁ ଶିଖାଇ ଦିଅନ୍ତୁ ଜୀବନର ଏହି ୬ ମୂଳ ମନ୍ତ୍ର; ଦିନେ ଆପଣ ଗର୍ବ କରିବେ

ଆଜିର ଦିନରେ, କେବଳ ପୁସ୍ତକ ଜ୍ଞାନ ଯଥେଷ୍ଟ ନୁହେଁ, ଏହା ବାଦ୍ ଜୀବନର କଳା ଶିଖାଇବା ମଧ୍ୟ ଆବଶ୍ୟକ। ଏପରି ପରିସ୍ଥିତିରେ ପିଲାମାନଙ୍କୁ ଜୀବନର କିଛି ମୂଳ ମନ୍ତ୍ର ଶିକ୍ଷା ଦେବା ବାପାମାଆଙ୍କର କର୍ତ୍ତବ୍ୟ, ଯାହା ସେମାନଙ୍କର ବ୍ୟକ୍ତିତ୍ୱର ବୃଦ୍ଧି ସହିତ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ସାହସ ମଧ୍ୟ ଦେଇଥାଏ।

Parenting Tips: ପିଲାମାନଙ୍କୁ ଶିଖାଇ ଦିଅନ୍ତୁ ଜୀବନର ଏହି ୬ ମୂଳ ମନ୍ତ୍ର; ଦିନେ ଆପଣ ଗର୍ବ କରିବେ
Array