Paris Olympics 2024: ଲବଲୀନାଙ୍କ ଏକପାଖିଆ ବିଜୟ; ପଦକ ଠାରୁ ଗୋଟିଏ ବିଜୟ ଦୂରରେ
ନୂଆଦିଲ୍ଲୀ,୩୧।୭: ଭାରତର ତାରକା ମହିଳା ବକ୍ସର ଲବଲୀନା ବୋର୍ଗୋହେନ ପ୍ୟାରିସ ଅଲମ୍ପିକ୍ସରେ ପଦକ ହାସଲ କରିବାଠାରୁ ମାତ୍ର ଆଉ ଗୋଟିଏ ଵିଜୟ ଦୂରରେ ରହିଛନ୍ତି। ଲବଲୀନା ୭୬ କେଜି ବର୍ଗରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ମ୍ୟାଚ୍କୁ ଲବଳୀନ ୫-୦ରେ ଏକପାଖିଆ ବିଜୟ ହାସଲ କରିଛନ୍ତି। ସେହିପରି ଅନ୍ୟ ଭାରତୀୟମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ତୀରନ୍ଦାଜରେ ଦୀପିକା କୁମାରୀ ରାଉଣ୍ଡ ୩୨ରେ ପହଞ୍ଚିଛନ୍ତି। ସେପଟେ ଶଟଲରରେ ପିଭି ସିନ୍ଧୁ ଏବଂ ଲକ୍ଷ୍ୟ ସେନ […] The post Paris Olympics 2024: ଲବଲୀନାଙ୍କ ଏକପାଖିଆ ବିଜୟ; ପଦକ ଠାରୁ ଗୋଟିଏ ବିଜୟ ଦୂରରେ appeared first on Dharitri Odia News.
ନୂଆଦିଲ୍ଲୀ,୩୧।୭: ଭାରତର ତାରକା ମହିଳା ବକ୍ସର ଲବଲୀନା ବୋର୍ଗୋହେନ ପ୍ୟାରିସ ଅଲମ୍ପିକ୍ସରେ ପଦକ ହାସଲ କରିବାଠାରୁ ମାତ୍ର ଆଉ ଗୋଟିଏ ଵିଜୟ ଦୂରରେ ରହିଛନ୍ତି। ଲବଲୀନା ୭୬ କେଜି ବର୍ଗରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ମ୍ୟାଚ୍କୁ ଲବଳୀନ ୫-୦ରେ ଏକପାଖିଆ ବିଜୟ ହାସଲ କରିଛନ୍ତି।
ସେହିପରି ଅନ୍ୟ ଭାରତୀୟମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ତୀରନ୍ଦାଜରେ ଦୀପିକା କୁମାରୀ ରାଉଣ୍ଡ ୩୨ରେ ପହଞ୍ଚିଛନ୍ତି। ସେପଟେ ଶଟଲରରେ ପିଭି ସିନ୍ଧୁ ଏବଂ ଲକ୍ଷ୍ୟ ସେନ ପ୍ରି-କ୍ୱାର୍ଟର ବା ରାଉଣ୍ଡ ୧୬ରେ ପ୍ରବେଶ କରିଛନ୍ତି।
ଇଷ୍ଟୋନିଆର କୁବା କ୍ରିଷ୍ଟିନା ବିପକ୍ଷରେ ସିନ୍ଧୁ ତାଙ୍କ ସହଜ ଟାଇ ଜିତିବା ପରେ ସେନ୍ ତୃତୀୟ ସିଡ୍ ଜୋନାଥନ୍ ଖ୍ରୀଷ୍ଟୀଙ୍କୁ ସିଧାସଳଖ ସେଟ୍ରେ ପରାସ୍ତ କରିଥିଲେ। ଏହି ସମୟରେ ଭାରତୀୟ ସୁଟର ସ୍ୱପ୍ନିଳ ସିଂ ୫୦ ମିଟର ଏୟାର ରାଇଫଲ ୩ ପୋଜିସନ୍ ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିଥିବାବେଳେ ଐଶ୍ୱର୍ଯ୍ୟା ସିଂ ତୋମାର ଯୋଗ୍ୟତା ପର୍ଯାୟରୁ ବିଦାୟ ନେଇଛନ୍ତି। ସ୍ୱପ୍ନିଳ ୫୯୦ ସ୍କୋର ସହିତ ଆଠଟି ସ୍ପଟ୍ ମଧ୍ୟରୁ ଗୋଟିଏ ଦଖଲ କରିବାକୁ ସପ୍ତମ ସ୍ଥାନରେ ରହିଛନ୍ତି।
???????????????????????????????????? ???????????? ???????????? ????????????????????????????! Olympic Bronze medallist, Lovlina Borgohain gets off to a fine start in her Olympic campaign as she wins her round of 16 bout against Sunniva Hofstad.
A win in her next bout will assure a medal for India.
She will next… pic.twitter.com/6EGI5tIdmc
— India at Paris 2024 Olympics (@sportwalkmedia) July 31, 2024
The post Paris Olympics 2024: ଲବଲୀନାଙ୍କ ଏକପାଖିଆ ବିଜୟ; ପଦକ ଠାରୁ ଗୋଟିଏ ବିଜୟ ଦୂରରେ appeared first on Dharitri Odia News.
???????????????????????????????????? ???????????? ???????????? ????????????????????????????! Olympic Bronze medallist, Lovlina Borgohain gets off to a fine start in her Olympic campaign as she wins her round of 16 bout against Sunniva Hofstad.
A win in her next bout will assure a medal for India.
She will next…