Patient Dies Due to Elevator Tragedy: ଏମିତି ଆସେ ମୃତ୍ୟୁ; ମେଡିକାଲରେ ଉପରକୁ ଉଠିଗଲା ଲିଫ୍ଟ; ଚାପି ହୋଇଗଲେ ରୋଗୀ

ମୀନତିଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ପରିବାର ଲୋକେ ତାଙ୍କୁ ଭଦ୍ରକ ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଫିମେଲ ମେଡିସିନ ୱାର୍ଡକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ।

Patient Dies Due to Elevator Tragedy: ଏମିତି ଆସେ ମୃତ୍ୟୁ; ମେଡିକାଲରେ ଉପରକୁ ଉଠିଗଲା ଲିଫ୍ଟ; ଚାପି ହୋଇଗଲେ ରୋଗୀ
Array