Phone Snatched: ସ୍ୱାମୀର ଫୋନ୍ ଚୋରି କରିବା ପାଇଁ ସ୍ତ୍ରୀ ରଚିଲା ଡ୍ରାମା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦିଲ୍ଲୀର ସୁଲତାନପୁରରେ ଜଣେ ବ୍ୟକ୍ତିଙ୍କ ମୋବାଇଲ ଚୋରି ହୋଇଥିଲା । ତଦନ୍ତରେ ତାଙ୍କ ସ୍ତ୍ରୀ ହିଁ ଫୋନ୍ ଚୋରି କରିଥିବା ଜଣା ପଡିଥିଲା । ମହିଳାଙ୍କ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତ ବେଳର ଫଟୋ ସ୍ୱାମୀଙ୍କ ଫୋନରେ ଥିବାରୁ ସେ ଚୋରି କରିବା ପାଇଁ ପ୍ଲାନିଂ କରିଥିଲେ ।

Phone Snatched: ସ୍ୱାମୀର ଫୋନ୍ ଚୋରି କରିବା ପାଇଁ ସ୍ତ୍ରୀ ରଚିଲା ଡ୍ରାମା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
Array