(Photo) ଏହି ଉତ୍ତର ପଢି ଡାକ୍ତରମାନଙ୍କର ବି ଉଡିଯିବ ହୋସ, ଦେଖନ୍ତୁ ଭାଇରାଲ ପୋଷ୍ଟ
ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମରେ ସର୍ବଦା କିଛି ନା କିଛି ଭାଇରାଲ ହେଉଛି। ଯଦି ଆପଣ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକ୍ଟିଭ ରହୁଛନ୍ତି ତେବେ ସମସ୍ତ ଭାଇରାଲ ଭିଡିଓ ଏବଂ ଫଟୋ ଆପଣଙ୍କ ଫିଡକୁ ଆସୁଥିବ। ତେବେ ବର୍ତ୍ତମାନ ଏପରି ଏକ ଭାଇରାଲ ପୋଷ୍ଟ ସାମ୍ନାକୁ ଆସିଛି, ଯାହାକୁ ଦେଖିବାପରେ ଆପଣ ହସିହସି ଗଡିଯିବେ। ଏହି ପୋଷ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଆସନ୍ତୁ ସେହି ଫଟୋ ବିଷୟରେ ଜାଣିବା। ଆଜି ଯେଉଁ […]

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମରେ ସର୍ବଦା କିଛି ନା କିଛି ଭାଇରାଲ ହେଉଛି। ଯଦି ଆପଣ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକ୍ଟିଭ ରହୁଛନ୍ତି ତେବେ ସମସ୍ତ ଭାଇରାଲ ଭିଡିଓ ଏବଂ ଫଟୋ ଆପଣଙ୍କ ଫିଡକୁ ଆସୁଥିବ। ତେବେ ବର୍ତ୍ତମାନ ଏପରି ଏକ ଭାଇରାଲ ପୋଷ୍ଟ ସାମ୍ନାକୁ ଆସିଛି, ଯାହାକୁ ଦେଖିବାପରେ ଆପଣ ହସିହସି ଗଡିଯିବେ। ଏହି ପୋଷ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଆସନ୍ତୁ ସେହି ଫଟୋ ବିଷୟରେ ଜାଣିବା।
ଆଜି ଯେଉଁ ଫଟୋ ଭାଇରାଲ ହେଉଛି, ସେଥିରୁ ସବୁଠୁ ଉପରେ ଲେଖାଯାଇଛି, ‘Who is Doctor?’ ନିମ୍ନରେ ଏହାର ଉତ୍ତର ଲେଖାଯାଇଛି। ଯେଉଁ କାରଣ ପାଇଁ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ପିଲାଜଣକ ଲେଖିଛି ଯେ, ‘A person who kiils your ills, with pills and letter with bills.’ କେବଳ ଏହି ଉତ୍ତର ପାଇଁ ଏହି ଫଟୋଟି ସୋସିଆଲ ମିଡିଆ ମାଧ୍ୟମରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି ଏବଂ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି। କୌତୁହଳର ଉତ୍ତର ଆପଣଙ୍କୁ ହସିବା ପାଇଁ ବାଧ୍ୟ କରିଦେବ।
Itna sach bro
pic.twitter.com/Ws0XicKEOD
— Vishal (@VishalMalvi_) December 22, 2024