Pihu Missing Case: ଆକ୍ଟିଭ୍ ଓଡ଼ିଶା ପୋଲିସ... ଫେରିଲା କେଶବ, ପିହୁ ଫେରିବ କେବେ ?
ଗୋଟେ ମା’ ତା’ ଦେଢ଼ ବର୍ଷର ପୁଅକୁ ପାଇ ଖୁବ୍ ଖୁସି । ଆଉ ଗୋଟେ ମା’ ତା’ ଝିଅର ଅପେକ୍ଷାରେ କାଟି ସାରିଲାଣି ୫ ବର୍ଷ । ଜଣେ ନିଜ ସନ୍ତାନକୁ ପାଇ ଆତ୍ମହରା । ଆଉ ଜଣେ ନିଜ ଝିଅକୁ ଝୁରି ଝୁରି ସରକାରକୁ ମାଗି ଚାଲିଛି ନ୍ୟାୟ ।