Pilgrims Bus Accident : ଅଧା ରହିଗଲା ଜଗା ଦର୍ଶନ; ବସ୍ ଡ୍ରାଇଭର ଶୋଇପଡିବାରୁ...

ଗାଡ଼ି ଶ୍ରୀକ୍ଷେତ୍ର ଅଭିମୂଖେ ଗଡ଼ି ଚାଲିଥିଲା । ରାତି ପ୍ରାୟ ୨ଟାରେ ହଠାତ୍‌ ରାତିର ଅନ୍ଧକାରରେ ଆସିଥିଲା ଯମ । ଜଣକୁ ନେଇ ଚାଲିଗଲା । କେହି କିଛି ବୁଝିବା ଆଗରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା ବସ୍‌ ।

Pilgrims Bus Accident : ଅଧା ରହିଗଲା ଜଗା ଦର୍ଶନ; ବସ୍ ଡ୍ରାଇଭର ଶୋଇପଡିବାରୁ...
Array