Piyush Tripathy: ଶେଷ ହୋଇଯିବ କି ପୀୟୂଷଙ୍କ କ୍ୟାରିଅର ? ଚାଲିଛି କି ଷଡ଼ଯନ୍ତ୍ର?
ସପ୍ତାହେ ତଳେ ପୀୟୂଷ ଅଚାନକ ଘୋଷଣା କଲେ, ୨୦୨୬-୨୭ରୁ ପରବର୍ତ୍ତୀ ୫ ବର୍ଷ ଯାଏଁ ସେ ଯାତ୍ରାପାର୍ଟି ସିଂହବାହିନୀରେ ରହିବେ। ଏହାକୁ ନେଇ ପୀୟୂଷଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରି ଖେଳିଥିବା ବେଳେ, ଏଥିରେ ପୁଣି କେଁ ପୂରାଇଛି ଯାତ୍ରା ମାଲିକ ସଂଘ।