Plane Crash: ସେବେ ରୁଆଙ୍ଗସକ ଆଉ ଏବେ ବିଶ୍ୱାସ; ସିଟ୍‌ 11A ପଛର କ'ଣ ରହସ୍ୟ...

ଅହମ୍ମଦବାଦ ପ୍ଲେନ୍‌ କ୍ରାସ୍‌ ପରେ ଚର୍ଚ୍ଚାରେ ସିଟ୍‌ ନମ୍ବର 11A । ଏହା ସେହି ସିଟ୍‌ ଯେଉଁଠି ବସିଥିଲେ ବଞ୍ଚିଯାଇଥିବା ଏକମାତ୍ର ଯାତ୍ରୀ ବିଶ୍ୱାସ କୁମାର ରମେଶ । ୨୭ ବର୍ଷ ତଳେ ବି ବିଶ୍ୱାସଙ୍କ ଭଳି 11Aରେ ବସିଥିବା ଆଉ ଜଣେ ବ୍ୟକ୍ତି ଏମିତି ଏକ ଦୁର୍ଘଟଣାର ବଞ୍ଚିଥିଲେ । ଜାଣନ୍ତୁ କ'ଣ ଏହି ସିଟ୍‌ ନମ୍ବର ପଛର କାହାଣୀ...

Plane Crash: ସେବେ ରୁଆଙ୍ଗସକ ଆଉ ଏବେ ବିଶ୍ୱାସ; ସିଟ୍‌ 11A ପଛର କ'ଣ ରହସ୍ୟ...
Array