PM Kisan 16th Installment: ଆସିଲା ତାରିଖ, ଏହି ଦିନ କୃଷକଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା

ନୂଆଦିଲ୍ଲୀ,୨୨।୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଜଡ଼ିତ କୃଷକଙ୍କ ପାଇଁ ଖୁସିଖବର। ଚଳିତ ମାସରେ ୧୬ତମ କିସ୍ତି ଆକାଉଣ୍ଟକୁ ଆସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ଶେଷ ସପ୍ତାହରେ ୨୦୦୦ ଟଙ୍କା କୃଷକଙ୍କ ଖାତାକୁ ଟ୍ରାନ୍ସଫର କରିବେ। ପିଏମ୍‌ କିଷାନର ଆଧିକାରୀକ ଓ୍ବେବ୍‌ସାଇଟ୍‌ ଅନୁଯାୟୀ ୨୮ ଫେବୃଆରୀ ୨୦୨୪ ରେ ୧୬ତମ କିସ୍ତି ଜାରି କରାଯିବ। ପିଏମ୍‌ କିଷାନ ଯୋଜନାରେ ସରକାର ଦେଶର କୃଷକମାନଙ୍କୁ ଆର୍ଥିକ ଭାବେ ମଜଭୂତ କରିବା ଲାଗି ବର୍ଷକୁ ୬୦୦୦ ଟଙ୍କା […] The post PM Kisan 16th Installment: ଆସିଲା ତାରିଖ, ଏହି ଦିନ କୃଷକଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା appeared first on Dharitri Odia News.

PM Kisan 16th Installment: ଆସିଲା ତାରିଖ, ଏହି ଦିନ କୃଷକଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା

ନୂଆଦିଲ୍ଲୀ,୨୨।୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଜଡ଼ିତ କୃଷକଙ୍କ ପାଇଁ ଖୁସିଖବର। ଚଳିତ ମାସରେ ୧୬ତମ କିସ୍ତି ଆକାଉଣ୍ଟକୁ ଆସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ଶେଷ ସପ୍ତାହରେ ୨୦୦୦ ଟଙ୍କା କୃଷକଙ୍କ ଖାତାକୁ ଟ୍ରାନ୍ସଫର କରିବେ। ପିଏମ୍‌ କିଷାନର ଆଧିକାରୀକ ଓ୍ବେବ୍‌ସାଇଟ୍‌ ଅନୁଯାୟୀ ୨୮ ଫେବୃଆରୀ ୨୦୨୪ ରେ ୧୬ତମ କିସ୍ତି ଜାରି କରାଯିବ।

ପିଏମ୍‌ କିଷାନ ଯୋଜନାରେ ସରକାର ଦେଶର କୃଷକମାନଙ୍କୁ ଆର୍ଥିକ ଭାବେ ମଜଭୂତ କରିବା ଲାଗି ବର୍ଷକୁ ୬୦୦୦ ଟଙ୍କା ଆକାଉଣ୍ଟକୁ ପଠାଉଛନ୍ତି। ଏହି ରାଶି ୨୦୦୦ ଟଙ୍କା ଲେଖାଏ ୩ କିସ୍ତିରେ ମିଳୁଛି। ନଭେମ୍ବର ୨୦୨୩ରେ ପିଏମ୍‌ କିଷାନର ୧୫ତମ କିସ୍ତି ଜାରି କରିଥିଲେ। ଏବେ କୃଷକ ୧୬ତମ କିସ୍ତି ଅପେକ୍ଷାରେ ଅଛନ୍ତି।

The post PM Kisan 16th Installment: ଆସିଲା ତାରିଖ, ଏହି ଦିନ କୃଷକଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା appeared first on Dharitri Odia News.