PM Modi Honoured: ମୋଦିଙ୍କୁ ସାଇପ୍ରସର ସର୍ବୋଚ୍ଚ ସମ୍ମାନ, ପରୋକ୍ଷରେ ତୁର୍କୀକୁ ଦେଲେ ଚେତାବନୀ

ଏହି ସମ୍ମାନ ପାଇଁ ସାଇପ୍ରସ ରାଷ୍ଟ୍ରପତି, ସାଇପ୍ରସ ସରକାର ଓ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ମୋଦି କହିଥିଲେ, ଏହି ସମ୍ମାନ ମୋର ନୁହେଁ, ୧୪୦ କୋଟି ଭାରତୀୟଙ୍କ ସମ୍ମାନ। ଏହା ଆମ ଦେଶର ଭାଇଚାରା ଓ ବସୁଧୈବ କୁଟୁମ୍ବକମ ବିଚାରଧାରାର ସମ୍ମାନ।

PM Modi Honoured: ମୋଦିଙ୍କୁ ସାଇପ୍ରସର ସର୍ବୋଚ୍ଚ ସମ୍ମାନ, ପରୋକ୍ଷରେ ତୁର୍କୀକୁ ଦେଲେ ଚେତାବନୀ
Array