PM Modi Kuwait Visit: ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୁଏତର ସର୍ବଶ୍ରେଷ୍ଠ ପୁରସ୍କାର
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା କୁଏତ୍ର ସର୍ବଶ୍ରେଷ୍ଠ ପୁରସ୍କାର । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୁଏତର ସର୍ବୋଚ୍ଚ ନାଗରିକ ସମ୍ମାନ, ସମ୍ମାନଜନକ 'ଅର୍ଡର ଅଫ୍ ମୁବାରକ ଅଲ-କବୀର' ପ୍ରଦାନ କରାଯାଇଛି ।