PM Modi's Key Security Meet: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବଡ଼ ବୈଠକ; ପ୍ରତିରକ୍ଷା ମନ୍ତ୍ରୀ, NSA, ସିଡିଏସ୍‌ ଉପସ୍ଥିତ

ପିଏମ୍ ମୋଦିଙ୍କ ବାସଭବନରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ । ସୁରକ୍ଷା ଏଜେନ୍ସିର ସମସ୍ତ ଟପ୍ ଅଫିସିଆଲଙ୍କ ଉପସ୍ଥିତିରେ ବୈଠକ ଚାଲିଛି । ପହଲଗାମ୍ ହମଲା ପରେ ଏହା ହେଉଛି ସବୁଠୁ ବଡ଼ ବୈଠକ ।

PM Modi's Key Security Meet: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବଡ଼ ବୈଠକ; ପ୍ରତିରକ୍ଷା ମନ୍ତ୍ରୀ, NSA, ସିଡିଏସ୍‌ ଉପସ୍ଥିତ
Array