PoK at Brink of Destruction: ଭାରତ ଅନୁଶାସିତ କାଶ୍ମୀରରେ ଛୁଟୁଛି ବିକାଶର ଧାରା...ବିନାଶ ମୁହଁରେ ଛିଡ଼ା ହୋଇଛି POK

କାଶ୍ମୀର ଉପତ୍ୟକାରୁ ଧାରା ୩୭୦ ହଟିବା ପରେ ଏଠାରେ ବିକାଶର ଧାରା ଦ୍ରୁତ ଗତିରେ ବଢୁଛି । ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇଛି । ସ୍ଥାନୀୟ ଲୋକଙ୍କର ରୋଜଗାର ବଢିଛି । କାଶ୍ମୀର ଘାଟିର ଏ ବିକାଶକୁ ପଡୋଶୀ ଦେଶ ହଜମ କରିପାରୁନି । କାଶ୍ମୀର ଅକ୍ତିଆର କରିବା ପାଇଁ ଚଲାଇଛି ଆତଙ୍କୀ କାର୍ଯ୍ୟକଳାପ ।

PoK at Brink of Destruction: ଭାରତ ଅନୁଶାସିତ କାଶ୍ମୀରରେ ଛୁଟୁଛି ବିକାଶର ଧାରା...ବିନାଶ ମୁହଁରେ ଛିଡ଼ା ହୋଇଛି POK
Array