Political Satire ‘Taluru Talipa’: ବାବୁରେ...ଆଉ ବୋଲ ମାନୁନି ‘ବିବେକ’

କିସ ଦେଖିଲା ଏ ନେତ୍ର, କିସ ନଶୁଣିଲା ଏ କର୍ଣ୍ଣ। କି ଯୁଗ ହେଲାରେ ଭାଇ। ଯୋଉ ଲୋକମାନେ ଦିନେ ଶଂଖ ମୁଖିଆଙ୍କ ଛାଇ ଦେଖିଲେ ଡରୁଥିଲେ ସେମାନେ ଏବେ ମୁହଁ ଉପରେ କଥା କହୁଛନ୍ତି…। ଖାଲି ତ କଥା କହୁନାହାଁନ୍ତି….ବିବେକକୁ କିଏ ବାଟବଣା କଲା, ସେଇ କଥା ପଚାରି ପୁଣି ଜବାବ ମାଗୁଛନ୍ତି।

Political Satire ‘Taluru Talipa’: ବାବୁରେ...ଆଉ ବୋଲ ମାନୁନି ‘ବିବେକ’
Array