Politics: ନିଜ ଜାଲରେ ଛନ୍ଦି ହେଇଗଲା କଂଗ୍ରେସ!

ନାରୀ ସୁରକ୍ଷାର ନାରା ଦେଇ ଗତ କିଛି ଦିନ ହେଲା ସରକାରଙ୍କୁ ହରଡ଼ ଘଟଣାରେ ପକାଇ ଆସୁଥିଲେ । ହେଲେ ନିଜ ଦଳର ଛାତ୍ର ନେତା ଦୁଷ୍କର୍ମ ଅଭିଯୋଗରେ ଗିରଫ ପରେ ଏବେ ଅଡୁଆ ସ୍ଥିତିରେ କଂଗ୍ରେସ । ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ଗିରଫଦାରିକୁ ନେଇ ଘେରିଛି ବିଜେପି । ନାରୀ ସୁରକ୍ଷା ନେଇ ବିରୋଧୀ କଂଗ୍ରେସ ଡ୍ରାମା କରୁଥିବା କହିବା ସହ ପିସିସି ସଭାପତିଙ୍କ ଇସ୍ତଫା ଦାବି କରିଛି ଶାସକ ଦଳ। ସେପଟେ ଭକ୍ତ କହିଛନ୍ତି ଦଳ ଆକ୍ସନ ନେଇଛି, ନାରୀ ନ୍ୟାୟ ସମସ୍ତଙ୍କ ପାଇଁ ସମ୍ମାନ।

Politics: ନିଜ ଜାଲରେ ଛନ୍ଦି ହେଇଗଲା କଂଗ୍ରେସ!
Array