Polyandry: ଦୁଇ ଭାଇଙ୍କର ଗୋଟିଏ କନ୍ୟା, ଧୁମଧାମରେ ହେଲା ବାହାଘର

ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାର ଶିଲାଇ ଗାଁର ହଟ୍ଟି ଜନଜାତିର ଦୁଇ ଭାଇ ଗୋଟିଏ ଝିଅକୁ ବିବାହ କରିଛନ୍ତି । ବହୁ ପତି ଭଳି ଏକ ପୁରୁଣା ପରମ୍ପରା ଅନୁଯାୟୀ, ପରିବାର ଲୋକଙ୍କ ସହମ୍ମତିରେ ଜାକଜମକରେ ବିବାହ ଉତ୍ସବ ସମ୍ପନ୍ନ ହୋଇଛି ।

Polyandry: ଦୁଇ ଭାଇଙ୍କର ଗୋଟିଏ କନ୍ୟା, ଧୁମଧାମରେ ହେଲା ବାହାଘର
Array