Potential Indian Military Strike on Pakistan: ଦିଲ୍ଲୀରେ ବିଗ୍ ପ୍ଲାନ, ଛାନିଆ ହେଲାଣି ପାକିସ୍ତାନ... ଡରି ମରି ବଞ୍ଚୁଛି ଇସଲାମାବାଦ
ଭାରତର ବିଗ୍ ପ୍ଲାନ, ଛାନିଆ ପାକିସ୍ତାନ । ଅଚାନକ ଆଟାକ୍ କରିଦେବ କି ଭାରତ ? ଡରି ମରି ବଞ୍ଚୁଛି ଇସଲାମାବାଦ । ନିଦ ହଜି ଯାଇଛି, ଦିଲ୍ଲୀରେ କ’ଣ ଚାଲିଛି ଟିକିନିଖି ଖବର ରଖୁଛି ।