Powerful Women: ଏହି ୧୦ ମହିଳାଙ୍କ ନିକଟରେ ରହିଛି କୁବେରଙ୍କ ଖଜାନା, ଶୀର୍ଷରେ ସାବିତ୍ରୀ ଜିନ୍ଦଲ
୧୫ ମହିଳା ଅରବପତିଙ୍କ ସହ ଭାରତ ପଞ୍ଚମ ସ୍ଥାନରେ ରହିଛି। ଭାରତର ଏକ ନମ୍ବର ସ୍ଥାନରେ ଥିବା ସାବିତ୍ରୀ ଜିନ୍ଦଲଙ୍କ ପାଖରେ ୩୪.୩ ବିଲିୟନ ଡଲାର ରହିଛି। ସାବିତ୍ରୀ ବିଶ୍ବର ତୃତୀୟ ଧନୀ ମହିଳା ରହିଛନ୍ତି।