Prajwal Revanna: ଦୁଷ୍କର୍ମ ମାମଲାରେ ପୂର୍ବତନ ସାଂସଦଙ୍କୁ ସର୍ବାଧିକ ଦଣ୍ଡ, କୋର୍ଟରେ ଭୋ ଭୋ କାନ୍ଦିଲେ

ଏହି ଦଣ୍ଡାଦେଶ ପରେ ରେବନ୍ନା କୋର୍ଟରେ କାନ୍ଦି ପକାଇଥିଲେ । ସେ କାନ୍ଦି କାନ୍ଦି କହିଥିଲେ ଯେ ମୋତେ କମ୍ ଦଣ୍ଡ ଦିଅନ୍ତୁ । କିନ୍ତୁ କୋର୍ଟ ତାଙ୍କ ଅପରାଧ ପାଇଁ ସର୍ବାଧିକ ଦଣ୍ଡ ଦେଇଛନ୍ତି । ଦଣ୍ଡ ଘୋଷଣା ହେବା ପୂର୍ବରୁ ପ୍ରଜ୍ୱଲଙ୍କର ଶେଷ ବୟାନ ରେକର୍ଡ କରାଯାଇଥିଲା । ସେ କାନ୍ଦି କାନ୍ଦି କହିଥିଲେ ଯେ ଏହି ମାମଲା କାହିଁକି ନିର୍ବାଚନ ସମୟରେ ସାମ୍ନାକୁ ଆସିଲା?

Prajwal Revanna: ଦୁଷ୍କର୍ମ ମାମଲାରେ ପୂର୍ବତନ ସାଂସଦଙ୍କୁ ସର୍ବାଧିକ ଦଣ୍ଡ, କୋର୍ଟରେ ଭୋ ଭୋ କାନ୍ଦିଲେ
Array