Pranjali Awasthi : ଖେଳିବା ବୁଲିବା ବୟସରେ୧୦୦ କେ।ଟିର ମାଲିକ, ୭ବର୍ଷ ବୟସରୁ ଶିଖିଥିଲେ କେ।ଡିଂ

୭ବର୍ଷ ବୟସରେ ହିଁ କେ।ଡିଂ ଶିଖିବା ଆରମ୍ଭ କରିଦେଇଥିଲେ । ମାତ୍ର ୧୩ ବର୍ଷ ବୟସରେ ଫ୍ଲୋରିଡା ଇଣ୍ଟରନ୍ୟାସନାଲ ୟୁନିଭର୍ସିଟିରେ ଇଣ୍ଟର୍ଣ୍ଣସିପ୍ କରିଥିଲେ । ଏବେ ତାଙ୍କ କଂପାନୀରେ ୧୦ଜଣ ଲୋକ କାମ କରୁଛନ୍ତି ।

Pranjali Awasthi : ଖେଳିବା ବୁଲିବା ବୟସରେ୧୦୦ କେ।ଟିର ମାଲିକ, ୭ବର୍ଷ ବୟସରୁ ଶିଖିଥିଲେ କେ।ଡିଂ
Array