Pratima Puraskar Awards 2025: ଘୋଷଣା ହେଲା ତୃତୀୟ ପ୍ରତିମା ପୁରସ୍କାର, କଳା ଏବଂ ଶିକ୍ଷା କ୍ଷେତ୍ରକୁ ମିଳିବ ସମ୍ମାନ

କଳା ଏବଂ ଶିକ୍ଷା କ୍ଷେତ୍ରକୁ ବିଶେଷ ଅବଦାନପାଇଁ ତୃତୀୟ ପ୍ରତିମା ପୁରସ୍କାର ୨୦୨୫ ଘୋଷଣା କରାଯାଇଛି । ପ୍ରତିମା ଫାଉଣ୍ଡେସନ ଦ୍ୱାରା ପ୍ରତିଷ୍ଠିତ ଏହି ପୁରସ୍କାର ଓଡ଼ିଶାରେ ଶିକ୍ଷା ଏବଂ ପାରମ୍ପରିକ କଳାରେ ଅସାଧାରଣ ଅବଦାନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ପ୍ରତିବର୍ଷ ସମ୍ମାନିତ କରାଯାଏ।

Pratima Puraskar Awards 2025: ଘୋଷଣା ହେଲା ତୃତୀୟ ପ୍ରତିମା ପୁରସ୍କାର, କଳା ଏବଂ ଶିକ୍ଷା କ୍ଷେତ୍ରକୁ ମିଳିବ ସମ୍ମାନ
Array