Preity Zinta: ବିଜେପିରେ ଯୋଗ ଦେବେ କି ପ୍ରୀତି ଜିଣ୍ଟା… ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ
ପ୍ରୀତି ଜିଣ୍ଟା ଏକ ସେସନ୍ ଆରମ୍ଭ କରିଛନ୍ତି ଯେଉଁଠାରେ ୟୁଜର୍ମାନେ ଯେକୌଣସି ବିଷୟରେ ପ୍ରଶ୍ନ ପଚାରନ୍ତି। ଜଣେ ୟୁଜର ପ୍ରୀତି ଜିଣ୍ଟାଙ୍କୁ ରାଜନୀତି ସହ ଜଡିତ ଏକ ପ୍ରଶ୍ନ ପଚାରିଥିଲେ। ଜାଣନ୍ତୁ ସେ କ’ଣ କହିଲେ?