Prithvi Shaw Noc: ସଚିନଙ୍କ ସହ ତୁଳନା କରାଯାଉଥିଲା, ଖରାପ ଫର୍ମ ପାଇଁ ଛାଡିବେ ଟିମ

ଏକଦା ତାଙ୍କୁ ସଚିନ ତେନ୍ଦୁଲକର ଓ ବ୍ରାଏନ ଲାରାଙ୍କ ସହ ତୁଳନା କରାଯାଉଥିଲା। ଏକଦା ଭାରତୀୟ ଟିମର ଭବିଷ୍ୟତ ଭାବେ ଗଣା ଯାଉଥିବା ଖେଳାଳି ବର୍ତ୍ତମାନ ନିଜ ରଣଜୀ ଟିମରେ ମଧ୍ୟ ଜାଗା ପାଉ ନାହାନ୍ତି।

Prithvi Shaw Noc: ସଚିନଙ୍କ ସହ ତୁଳନା କରାଯାଉଥିଲା, ଖରାପ ଫର୍ମ ପାଇଁ ଛାଡିବେ ଟିମ
Array