Priyanka Chopra: ଓଡ଼ିଶାରେ ପହଞ୍ଚିଲେ ପ୍ରିୟଙ୍କା ଚୋପ୍ରା; କରିବେ ଏହି ଫିଲ୍ମର ସୁଟିଂ

ଓଡ଼ିଶାରେ ଚାଲିଛି ଏସ୍ଏସ୍ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'SSMB 29' ର ସୁଟିଂ। ବର୍ତ୍ତମାନ ପ୍ରିୟଙ୍କାଙ୍କୁ ଓଡ଼ିଶା ବିମାନବନ୍ଦରରେ ଦେଖିବାକୁ ମିଳିଛି। ସେ ଏହି ଫିଲ୍ମର ସୁଟିଂ ପାଇଁ ପହଞ୍ଚିଛନ୍ତି।

Priyanka Chopra: ଓଡ଼ିଶାରେ ପହଞ୍ଚିଲେ ପ୍ରିୟଙ୍କା ଚୋପ୍ରା; କରିବେ ଏହି ଫିଲ୍ମର ସୁଟିଂ
Array