Priyanka-Jyoti Connection: ସ୍କାନରରେ ପୁରୀ ଝିଅ ପ୍ରିୟଙ୍କା, ଜ୍ୟୋତିଙ୍କ ସହ ବୁଲିଛନ୍ତି ପହଲଗାମ

ସେପ୍ଟେମ୍ବରରେ ପୁରୀ ଆସିଥିଲେ ଜ୍ୟୋତି ମଲହୋତ୍ରା । ପୁରୀ ବେଳାଭୂମିରେ ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ ଫଟୋ ରହିଛି । ଏହାସହ ପ୍ରିୟଙ୍କା କର୍ତ୍ତାରପୁର ମଧ୍ୟ ଯାଇଥିବାରୁ ସନ୍ଦେହ ବଢିଛି । ପହଲଗାମ ସମେତ ରାଜ୍ୟ ବାହାରେ ଉଭୟଙ୍କର ଏକାଧିକ ଫଟୋ ରହିଛି । ଯାହାକୁ ନେଇ ସନ୍ଦେହ ବଢୁଛି ।

Priyanka-Jyoti Connection: ସ୍କାନରରେ ପୁରୀ ଝିଅ ପ୍ରିୟଙ୍କା, ଜ୍ୟୋତିଙ୍କ ସହ ବୁଲିଛନ୍ତି ପହଲଗାମ
Array