Propose Day କାହିଁକି ପାଳନ କରାଯାଏ? ଏହାର ମହତ୍ତ୍ୱ ଜାଣନ୍ତୁ…

ଓଡ଼ିଶା ଭାସ୍କର: ଫେବୃଆରୀକୁ ପ୍ରେମ ଓ ରୋମାନ୍ସର ମାସ ଭାବରେ ବିବେଚନା କରାଯାଏ ଯାହା ନୂଆ ସମ୍ଭାବନା ଓ ଆଶା ଆଣିଥାଏ। ଏହି ମାସରେ ଲୋକମାନେ ନିଜ ପ୍ରିୟ ଲୋକଙ୍କ ସହିତ ଅଧିକ ସମୟ ବିତାଇବାକୁ ପସନ୍ଦ କରନ୍ତି। ଏହା ଏକ ସମୟ, ଯାହା ଦ୍ୱାରା ଆପଣ ଯାହାକୁ ଚାହିଁବେ ନିଜର ପ୍ରେମକୁ ପ୍ରକାଶ କରିପାରିବେ। ତେବେ ଆଜିର ଦିନରେ ଯୁବପିଢ଼ିଙ୍କ ଏହା ଏକ ଟ୍ରେଣ୍ଡ ପାଲଟିଛି। ଆଜିଠୁ ଫେବୃଆରୀ ପ୍ରେମ ସପ୍ତାହ ଆରମ୍ଭ ହୋଇଥିବା ବେଳେ […]

Propose Day କାହିଁକି ପାଳନ କରାଯାଏ? ଏହାର ମହତ୍ତ୍ୱ ଜାଣନ୍ତୁ…

ଓଡ଼ିଶା ଭାସ୍କର: ଫେବୃଆରୀକୁ ପ୍ରେମ ଓ ରୋମାନ୍ସର ମାସ ଭାବରେ ବିବେଚନା କରାଯାଏ ଯାହା ନୂଆ ସମ୍ଭାବନା ଓ ଆଶା ଆଣିଥାଏ। ଏହି ମାସରେ ଲୋକମାନେ ନିଜ ପ୍ରିୟ ଲୋକଙ୍କ ସହିତ ଅଧିକ ସମୟ ବିତାଇବାକୁ ପସନ୍ଦ କରନ୍ତି। ଏହା ଏକ ସମୟ, ଯାହା ଦ୍ୱାରା ଆପଣ ଯାହାକୁ ଚାହିଁବେ ନିଜର ପ୍ରେମକୁ ପ୍ରକାଶ କରିପାରିବେ। ତେବେ ଆଜିର ଦିନରେ ଯୁବପିଢ଼ିଙ୍କ ଏହା ଏକ ଟ୍ରେଣ୍ଡ ପାଲଟିଛି। ଆଜିଠୁ ଫେବୃଆରୀ ପ୍ରେମ ସପ୍ତାହ ଆରମ୍ଭ ହୋଇଥିବା ବେଳେ ଏହି ଉତ୍ସବ ଆସନ୍ତା ୧୪ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ।

ଫେବୃଆରୀ ୮:-Propose Day ବା ‘ପ୍ରପୋଜ ଦିବସ’
ପ୍ରତିବର୍ଷ ୮ ଫେବୃଆରୀରେ Propose Day ପାଳନ କରାଯାଏ। ତେବେ କଣ ଆପଣ ଜାଣନ୍ତି କି ଏହି ଦିନର ମହତ୍ତ୍ୱ କଣ? ପ୍ରୋପଜ ଦିବସ ଦମ୍ପତ୍ତିଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର, କାରଣ ଏହି ଦିନ ସେମାନେ ଖୋଲା ଖୋଲି ଭାବରେ ପରସ୍ପର ପ୍ରତି ଥିବା ପ୍ରେମକୁ ପ୍ରକାଶ କରନ୍ତି। ଭାଲେଣ୍ଟାଇନ୍ ସପ୍ତାହର ଦ୍ୱିତୀୟ ଦିନରେ ଏହା ପାଳନ କରାଯାଏ। ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ହୃଦୟ କଥା କହି ନାହାଁନ୍ତି, ତେବେ ଆପଣ ଏହି ଦିନରେ ନିଜ ପ୍ରିୟ ଲୋକଙ୍କୁ ପ୍ରୋପଜ କରିପାରିବେ।

ଭାଲେଣ୍ଟାଇନ୍ସ ସପ୍ତାହ ୨୦୨୪ ତାଲିକା:-

୭ ଫେବୃଆରୀ -Rose Day(ଗୋଲାପ ଦିବସ)

Happy Rose Day Wishes 2023: Quotes & Messages To Send On WhatsApp for Boyfriend, Girlfriend, Husband Wife | HerZindagi

୮ ଫେବୃଆରୀ- Propose Day(ପ୍ରପୋଜ ଦିବସ)

Wish Your Loved Ones Happy Propose Day With These Messages And Quotes | HerZindagi

୯ ଫେବୃଆରୀ – Chocolate Day(ଚକୋଲେଟ୍ ଦିବସ)

Chocolate Day 2022 Date, History and Significance. Happy Chocolate Day Quotes, Images, Wishes for WhatsApp, Facebook and Instagram

୧୦ ଫେବୃଆରୀ – Teddy Day(ଟେଡି ଦିବସ)

Valentine's Week 2022: Teddy Day Today; Know Significance of Different Colours of Teddy Bears - News18

୧୧ ଫେବୃଆରୀ – Promise day(ପ୍ରତିଜ୍ଞା ଦିବସ)

Promise Day 2022: Date, Significance, Images and Quotes

୧୨ ଫେବୃଆରୀ – Hug Day(ଆଲିଙ୍ଗନ ଦିବସ)

                                                                                        <div class= Read More