Protection of SC/ST Land by Government: ସରକାରଙ୍କ ପାଖରେ ସୁରକ୍ଷିତ ରହିବ SC/STଙ୍କ ଜମି: ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଚାପରେ ପକାଇ ସେମାନଙ୍କର ଜମିକୁ ହଡପ କରି ପାରିବେ ନାହିଁ ଧନୀ ଲୋକ । ଏସସି/ଏସଟି ଚାହିଁଲେ ଝିଅ ବାହାଘର, ଚିକିତ୍ସା, ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ସରକାରଙ୍କୁ ଜମି ବିକ୍ରି କରି ପାରିବେ । ସରକାର ଏହାକୁ ୨ ରୁ ୩ ବର୍ଷ ଯାଏଁ ସୁରକ୍ଷିତ ଭାବେ ରଖିବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

Protection of SC/ST Land by Government: ସରକାରଙ୍କ ପାଖରେ ସୁରକ୍ଷିତ ରହିବ SC/STଙ୍କ ଜମି: ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ
Array