pune bridge collapse: ଓଜନ ସମ୍ଭାଳିନପାରି ଭୁଶୁଡିପଡିଲା, ସର୍ତକ କରିଥିଲେ ପେ।ଲିସ ଓ ସ୍ଥାନୀୟ ଲେ।କ
ବ୍ରିଜଟିକୁ ପୂର୍ବରୁ ଅସୁରକ୍ଷିତ ଘେ।ଷଣା କରାଯାଇଥିଲା । ବ୍ରିଜ ଭୁଶୁଡିବା ପଛରେ ପର୍ଯ୍ୟଟକଙ୍କ ଭିଡକୁ ବି ଦାୟୀ କରାଯାଉଛି । ଏବେ ବି କିଛି ଲେ।କ ନିଖେ।ଜ ଅଛନ୍ତି, ସର୍ଚ୍ଚ ଅପରେସନ ଜାରି ରହିଛି ।