Punjab Kings top IPL points table: ଆଇପିଏଲ୍‌ ପଏଣ୍ଟ ଟେବୁଲ୍‌ ଶୀର୍ଷରେ PBKS; ନାଚିଲେ ପ୍ରୀତି ଜିଣ୍ଟା, ଭାଇରାଲ ହେଲା ଭିଡ଼ିଓ...

ଗତକାଲି ପଞ୍ଜାବ କିଙ୍ଗ୍ସ ପଏଣ୍ଟ୍ ଟେବୁଲ୍‌ ଶୀର୍ଷକୁ ଉଠିବା ସହ ୧/୨ ସ୍ଥାନରେ ରହିବା ନିଶ୍ଚିତ କରିଛି। ଏହାରି ଭିତରେ ପଞ୍ଜାବ କିଙ୍ଗସର ସହ-ମାଲିକ ଓ ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କୁ ଭିନ୍ନ ମୁଡ୍‌ରେ ଦେଖିବାକୁ ମିଳିଥିଲା ।

Punjab Kings top IPL points table: ଆଇପିଏଲ୍‌ ପଏଣ୍ଟ ଟେବୁଲ୍‌ ଶୀର୍ଷରେ PBKS; ନାଚିଲେ ପ୍ରୀତି ଜିଣ୍ଟା, ଭାଇରାଲ ହେଲା ଭିଡ଼ିଓ...
Array