Putin's Drastic Actions: ସରୁନି ରୁଷ-ୟୁକ୍ରେନ୍ ଯୁଦ୍ଧ, ପୁଟିନଙ୍କୁ ପାଗଳ କହି ସମାଲୋଚନା କଲେ ଟ୍ରମ୍ପ

ୟୁକ୍ରେନ ଉପରେ ଋଷିଆର ଭୟଙ୍କର ଆକ୍ରମଣକୁ ନେଇ ପୁଟିନଙ୍କୁ ସମାଲୋଚନା କଲେ ଡୋନାଲ୍ଡ ଟ୍ରମ୍ପ । ପୁଟିନ୍‌ ପାଗଳ ହୋଇଯାଇଛନ୍ତି । ନିରୀହ ଶିଶୁ ଓ ଲୋକଙ୍କୁ ହତ୍ୟା କରୁଛନ୍ତି ବୋଲି କହିଲେ ।

Putin's Drastic Actions: ସରୁନି ରୁଷ-ୟୁକ୍ରେନ୍ ଯୁଦ୍ଧ, ପୁଟିନଙ୍କୁ ପାଗଳ କହି ସମାଲୋଚନା କଲେ ଟ୍ରମ୍ପ
Array