Radhika Yadav Murder: ଝିଅ ଥିଲା ପ୍ରସିଦ୍ଧ ଟେନିସ ଖେଳାଳି, ରିଲ୍ସ ପାଇଁ ଗୁଳି କରି ହତ୍ୟା କଲେ ବାପା

ଟେନିସ ଖେଳାଳି ରାଧିକା ଯାଦବଙ୍କୁ ଗୁଳି କରି ହତ୍ୟା କଲେ ବାପା । ୩ ରାଉଣ୍ଡ ଗୁଳିଚାଳନା ହୋଇଥିବା ସୂଚନା । ରିଲ୍ସ ପାଇଁ ହତ୍ୟା କରାଯାଇଥିବା ସୂଚନା । ରାଜ୍ୟସ୍ତରୀୟ ଅନେକ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି ରାଧିକା ।

Radhika Yadav Murder: ଝିଅ ଥିଲା ପ୍ରସିଦ୍ଧ ଟେନିସ ଖେଳାଳି, ରିଲ୍ସ ପାଇଁ ଗୁଳି କରି ହତ୍ୟା କଲେ ବାପା
Array