Radhika Yadav: ସଇତାନ ସାଜିଲା ବାପା, ମାରିବା ପାଇଁ ୫ ରାଉଣ୍ଡ ଗୁଳି ଚଳାଇଲା...

ରାଧିକା ଯାଦବ ଜଣେ ଜାତୀୟ ସ୍ତରୀୟ ଟେନିସ ଖେଳାଳି । ସେ ଅନେକ ମେଡାଲ ଜିତିଛନ୍ତି । ତାଙ୍କର ଏକ ଟେନିସ ଏକାଡେମୀ ଅଛି। ସେ ଅନ୍ୟ ଟେନିସ ଖେଳାଳିଙ୍କୁ ସେଠାରେ ଟ୍ରେନିଂ ଦେଉଥିଲେ।

Radhika Yadav: ସଇତାନ ସାଜିଲା ବାପା, ମାରିବା ପାଇଁ ୫ ରାଉଣ୍ଡ ଗୁଳି ଚଳାଇଲା...
Array