Railway Land Fraud: ବିକିଦେଲେ ରେଲୱେ ଜମି

୧୯୮୯ ମସିହାରେ ରେଲୱେ ଅଧିଗ୍ରହଣ କରିଥିଲା ଜମି। ତା ବାବଦ କ୍ଷତିପୂରଣ ବି ଜମି ମାଲିକଙ୍କୁ ଦେଇଥିଲା। ଆଉ ଏବେ ପୁଣି ୩୫ ବର୍ଷ ପରେ ସେହି ଜମିକୁ ଚଞ୍ଚକତା କରି ବିକ୍ରି ଅଭିଯୋଗ। ଘଟଣା ସାମ୍ନାକୁ ଆସିବା ପରେ ଜମି ମାଲିକ ଏବେ ହରଡଘଣାରେ।

Railway Land Fraud: ବିକିଦେଲେ ରେଲୱେ ଜମି
Array