Railway Line Protest Turns Fatal: ୨୦ ଘଣ୍ଟା ହେବ ଉଠୁନି ମୃତଦେହ, ଜିଦରେ ଅଟଳ ଆନ୍ଦୋଳନକାରୀ

କାଲିଠୁ ଶବ ପଡ଼ିଛି। ଆଉ ଶବ ସହିତ ଶବ ହୋଇ ପଡ଼ିରହିଛନ୍ତି ଆତ୍ମୀୟ, ପରିଜନ, ବନ୍ଧୁବାନ୍ଧବ । ମୁଣ୍ଡ ପିଟିପିଟି କାନ୍ଦୁଛନ୍ତି ସଭିଏଁ । ନା ଲୁହ ଶୁଖୁଛି ନା ଉତ୍ତେଜନା ଥମୁଛି ।

Railway Line Protest Turns Fatal: ୨୦ ଘଣ୍ଟା ହେବ ଉଠୁନି ମୃତଦେହ, ଜିଦରେ ଅଟଳ ଆନ୍ଦୋଳନକାରୀ
Array