Rajesh Khanna Birthday 2024: ଥିଲା ଦମଦାର୍ କ୍ରେଜ୍; ପୁଅଙ୍କ ନାଁ ରହୁଥିଲା ରାଜେଶ, ଝିଅମାନେ ଫଟୋକୁ ହେଉଥିଲେ ବାହା

ଆଜି ରାଜେଶ ଖାନ୍ନାଙ୍କୁ ଭଲପାଉଥିବା ପ୍ରତ୍ୟେକ ବ୍ୟକ୍ତି ତାଙ୍କର ୮୨ ତମ ଜନ୍ମ ବାର୍ଷିକୀ ପାଳନ କରୁଛନ୍ତି। ୟୁନାଇଟେଡ୍ ପ୍ରଡ୍ୟୁସର ଏବଂ ଫିଲ୍ମଫେୟାରର ଟାଲେଣ୍ଟ ହଣ୍ଟର ଆବିଷ୍କାର ଯତିନ ଖାନ୍ନା ଫିଲ୍ମ 'ରାଜ୍'ରୁ କେତେବେଳେ ରାଜେଶ ଖାନ୍ନା ପାଲଟିଗଲେ ତାହା ବୋଧହୁଏ ନିଜେ କାକା ମଧ୍ୟ ଅନୁଭବ କରିପାରି ନଥିଲେ।

Rajesh Khanna Birthday 2024: ଥିଲା ଦମଦାର୍ କ୍ରେଜ୍; ପୁଅଙ୍କ ନାଁ ରହୁଥିଲା ରାଜେଶ, ଝିଅମାନେ ଫଟୋକୁ ହେଉଥିଲେ ବାହା
Array