Rajya Sabha By-Election: ରାଜ୍ୟସଭା ଉପନିର୍ବାଚନ: ବାହାରିଲା ବିଜ୍ଞପ୍ତି, ଡିସେମ୍ବର ୨୦ରେ ହେବ ଭୋଟ୍ ଗ୍ରହଣ 

ରାଜ୍ୟସଭା ଉପନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି । ବିଧାନସଭାରେ ବିଜ୍ଞପ୍ତି ପ୍ରକାଶ ପ୍ରକାଶ ପାଇଛି । ନାମାଙ୍କନର ଶେଷ ତାରିଖ ଡିସେମ୍ବର ୧୦, ୧୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । 

Rajya Sabha By-Election: ରାଜ୍ୟସଭା ଉପନିର୍ବାଚନ: ବାହାରିଲା ବିଜ୍ଞପ୍ତି, ଡିସେମ୍ବର ୨୦ରେ ହେବ ଭୋଟ୍ ଗ୍ରହଣ 
Array