Ram Gopal Verma: ରାମ ଗୋପାଳ ବର୍ମାଙ୍କ ପ୍ରଶ୍ନ, ପୋଲିସ ଶ୍ରୀଦେବୀଙ୍କୁ ଗିରଫ କରିବାକୁ ସ୍ୱର୍ଗକୁ ଯିବ କି…
ନିର୍ଦ୍ଦେଶକ ରାମ ଗୋପାଳ ବର୍ମା X ହ୍ୟାଣ୍ଡେଲରେ ଏକ ପୋଷ୍ଟ ଶେୟାର କରି କ୍ୟାପ୍ସନ୍ରେ ଲେଖିଛନ୍ତି, “ଅଲ୍ଲୁ ଅର୍ଜୁନଙ୍କ ଗିରଫକୁ ପ୍ରତି ତାରକା ଦୃଢ ବିରୋଧ କରିବା ଉଚିତ। କାରଣ କୌଣସି ସେଲିବ୍ରିଟିଙ୍କ ପାଇଁ, ସେ ଫିଲ୍ମ ଷ୍ଟାର୍ ହୁଅନ୍ତୁ କି ରାଜନୈତିକ ଷ୍ଟାର୍, ସେମାନଙ୍କ ପାଇଁ ଲୋକପ୍ରିୟ ହେବା ଅପରାଧ କି?"