Ranbir Kapoor: ଚର୍ଚ୍ଚାରେ ରଣବୀର କପୁର; କହିଲେ ପବ୍ଲିକ୍ କରିବେ ଆକାଉଣ୍ଟ

ଆଜିର ଯୁଗରେ ସମସ୍ତେ ସୋସିଆଲ ମିଡିଆରେ ବ୍ୟସ୍ତ ଥିବାବେଳେ ରଣବୀର କପୁର ଇନ୍‌ଷ୍ଟାଗ୍ରାମ୍‌ରୁ ଦୂରରେ ଅଛନ୍ତି। ବର୍ତ୍ତମାନ ଅଭିନେତା ପ୍ରକାଶ କରିଛନ୍ତି ଯେ ସେ ଶେଷରେ ନିଜର ଗୁପ୍ତ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ସାର୍ବଜନୀନ କରିବେ।

Ranbir Kapoor: ଚର୍ଚ୍ଚାରେ ରଣବୀର କପୁର; କହିଲେ ପବ୍ଲିକ୍ କରିବେ ଆକାଉଣ୍ଟ
Array