Rani Duduma of Koraput: ମନ ମୋହୁଛି ରାଣୀ ଡୁଡୁମା, ଜମୁଛି ପର୍ଯ୍ୟଟକଙ୍କ ଭିଡ଼
ନନ୍ଦପୁର ମୁଖ୍ୟ ଛକ ଠାରୁ ତିନି କିଲୋମିଟର ଦୂରରେ ରହିଛି ସୁନ୍ଦର ଜଳ ପ୍ରପାତ ରାଣୀ ଡୁଡୁମା.... ପାହାଡ଼ ଉପରୁ ଝରି ପଡୁଛି ସ୍ୱଚ୍ଛ ଜଳ ରାଶି.... ଆଉ ଏହାର ମଜା ନେଉଛନ୍ତି ପର୍ଯ୍ୟଟକ...ଏହାକୁ ଦେଖିବାକୁ ରାଣୀ ଡୁଡୁମା ଜଳ ପ୍ରପାତରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼।