Rath Yatra 2025: ଅଣସେବକଙ୍କୁ କଡ଼ା ୱାର୍ଣ୍ଣିଂ; ରଥରେ ଚଢିଲେ ଗିରଫ ହେବେ, ମୋବାଇଲ ଧରିଲେ...

ଅମାନିଆ ଅଣସେବକଙ୍କୁ ୱାର୍ଣ୍ଣିଂ । ଏଥର ରଥକୁ ଚଢ଼ିଲେ ଆରେଷ୍ଟ ହେବ, ରୁଜୁ ହେବ ଏଫଆଇଆର୍ । ରଥରେ ଥିବାବେଳେ ମୋବାଇଲ୍ ଧରିଥିବା ସେବାୟତଙ୍କ ବିରୋଧରେ ହେବ କଡ଼ା ଆକ୍ସନ । ଶୃଙ୍ଖଳିତ ଓ ସୁରକ୍ଷିତ ଘୋଷଯାତ୍ରା ପାଇଁ ବଡ଼ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ।

Rath Yatra 2025: ଅଣସେବକଙ୍କୁ କଡ଼ା ୱାର୍ଣ୍ଣିଂ; ରଥରେ ଚଢିଲେ ଗିରଫ ହେବେ, ମୋବାଇଲ ଧରିଲେ...
Array