Rath Yatra: ଭୁବନେଶ୍ବରରୁ ପୁରୀ ଗଲା ବଉଳ କାଠ, ଶ୍ରୀଜିଉଙ୍କ ସେନାପଟା ଏବଂ ବାହୁଟ ଲାଗି ହେବ ବ୍ୟବହାର

ଜୟ ଜଗନ୍ନାଥ ଧ୍ବନି ଓ ମନ୍ତ୍ରପାଠରେ ମୁଖରିତ ପରିବେଶ। ବଉଳ ଗଛରେ ବନ୍ଧା ହୋଇଛି ଶ୍ରୀଜିଉଙ୍କ ଆଜ୍ଞା ମାଳ। ଅର୍ପଣ କରାଯାଇଛି ନୂଆ ବସ୍ତ୍ର, ଶୋଭା ପାଉଛି ତୁଳସୀ ମାଳା । ଆଉ ଗଛ ମୂଳରେ ବସି ଜଗନ୍ନାଥଙ୍କ ସହସ୍ର ନାମ, ନୃସିଂହ ସହସ୍ର ନାମ ଗାଇବା ସହ ସଙ୍କୀର୍ତ୍ତନ କରୁଛନ୍ତି ଶ୍ରଦ୍ଧାଳୁ ।

Rath Yatra: ଭୁବନେଶ୍ବରରୁ ପୁରୀ ଗଲା ବଉଳ କାଠ, ଶ୍ରୀଜିଉଙ୍କ ସେନାପଟା ଏବଂ ବାହୁଟ ଲାଗି ହେବ ବ୍ୟବହାର
Array