RERA to Launch Forensic Audits: ବାସଗୃହ କ୍ରେତାଙ୍କ ପାଇଁ ଖୁସି ଖବର; ସାବାଡ଼ ହେବେ ମୁନାଫାଖୋର ବିଲ୍ଡର...

ରିଅଲ ଇଷ୍ଟେଟ୍ ପ୍ରକଳ୍ପର ହେବ ଫରେନ୍ସିକ୍ ଅଡିଟ୍ । ଅର୍ଥ ହେରଫେର କରିଥିଲେ, ଗଣିବେ ମୋଟା ତଣ୍ଡ ବହୁ ରିଅଲ ଇଷ୍ଟେଟ୍ ପ୍ରକଳ୍ପ ସରିବାରେ ଅହେତୁକ ବିଳମ୍ବର ଗଣ୍ଡା ଗଣ୍ଡା ଅଭିଯୋଗ ପରେ ଆକ୍ସନ ମୋଡ୍କୁ ଆସିଛି ଓଡ଼ିଶା ରେରା।

RERA to Launch Forensic Audits: ବାସଗୃହ କ୍ରେତାଙ୍କ ପାଇଁ ଖୁସି ଖବର; ସାବାଡ଼ ହେବେ ମୁନାଫାଖୋର ବିଲ୍ଡର...
Array