Results Announcement Date in Odisha : ମନ୍ତ୍ରୀ ଦେଲେ ବଡ଼ ସୂଚନା; ୨ ଦିନ ଭିତରେ ବାହାରିବ ଯୁକ୍ତ ଦୁଇ ରେଜଲ୍ଟ

ଖୁବ୍‌ ଶୀଘ୍ର ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ। ୨ ଦିନ ଭିତରେ ବାହାରିବ ଯୁକ୍ତ ଦୁଇ ରେଜଲ୍ଟ। ରେଜଲ୍ଟ ପ୍ରକାଶ ପାଇବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଏହି ସୂଚନା ଦେଇଛନ୍ତି।

Results Announcement Date in Odisha : ମନ୍ତ୍ରୀ ଦେଲେ ବଡ଼ ସୂଚନା;  ୨ ଦିନ ଭିତରେ ବାହାରିବ ଯୁକ୍ତ ଦୁଇ ରେଜଲ୍ଟ
Array