Rhea Chakraborty: ରିଆଙ୍କ ଷ୍ଟାଇଲ୍ ଦେଖି ଲୋକେ କହିଲେ ‘ତୁମେ ତ ରାଣୀ’
ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ସବୁବେଳେ ତାଙ୍କ ଲୁକ୍ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାଆନ୍ତି। ସେ ପ୍ରତିଦିନ କିଛି ନା କିଛି ଶେୟାର କରନ୍ତି। ନିକଟରେ, ସେ ଲକ୍ଷ୍ମୀ ମାଞ୍ଚୁ ପାଇଁ ରାମ୍ପ୍ କରିଥିଲେ। ଏହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।