Rishabh Pant Stump Mic: ପୁଣି ଥରେ ଭାଇରାଲ ହେଲା ପନ୍ତଙ୍କ ଷ୍ଟମ୍ପ ମାଇକ ବୟାନ, ବୋଲରଙ୍କୁ କହିଲେ ଏମିତି...
ଡକେଟ ବ୍ୟାଟିଂ କରିବା ସମୟରେ ଅଚାନକ ରିଭର୍ସ ସ୍ବିପ ମାରିବାକୁ ପ୍ରୟାସ କରିଥିଲେ। ଏହି ସମୟରେ ଜାଡେଜା ଅଚାନକ ବଲକୁ ଲେଗ ଷ୍ଟମ୍ପ ବାହାରେ ରଖିଥିଲେ। ବଲଟି ଲେଗ ଷ୍ଟମ୍ପର ବହୁତ ବାହାରେ ରହିଥିବା ବେଳେ ୱିକେଟ କିପର ଋଷଭ ପନ୍ତଙ୍କୁ ଡାଇଭ ମାରି ବଲ ଅଟକାଇବାକୁ ପ୍ରୟାସ କରିଥିଲେ।